
ଆରପାରିରେ ବିଖ୍ୟାତ ତବଲା ବାଦକ ଜାକିର ହୁସେନ
ଚାଲିଗଲେ ବିଖ୍ୟାତ ତବଲା ବାଦକ ତଥା ସଙ୍ଗୀତଜ୍ଞ ଜାକିର ହୁସେନ । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସୂଚନା ମୁତାବକ ଆଜି ତାଙ୍କର ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବାରୁ ତାଙ୍କୁ ଆମେରିକାରେ ଏକ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା । ରିପୋର୍ଟ ମୁତାବକ ହାର୍ଟ ଜନିତ ସମସ୍ୟା ଦେଖା ଦେବାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ଆଜି ସକାଳୁ ସାନ୍ଫ୍ରାନ୍ସିସ୍କୋରେ ତାଙ୍କ ଚିକିତ୍ସା ଜାରି ରହିଥିଲା । ତେବେ ଡାକ୍ତରଙ୍କ ଶତ ଚେଷ୍ଟା…