ଏୟାର ଷ୍ଟ୍ରାଇକରୁ ଅଳ୍ପକେ ବର୍ତ୍ତିଲେ WHO ଚିଫ୍

ଅଳ୍ପକେ ବର୍ତ୍ତିଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଚିଫ୍ ଟେଡ୍ରୋସ୍ ଏଡନାମ୍ । ୟମନ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ରୁ ଅଳ୍ପକେ ବର୍ତ୍ତିଛନ୍ତି ଏଡନାମ୍ । ଏହି ଆକ୍ରମଣରେ ଉକ୍ତ ବିମାନବନ୍ଦରରେ ଉପସ୍ଥିତ ଥିବା ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଟେଡ୍ରୋସ୍ ନିଜ ସହଯୋଗୀଙ୍କ ସହ ଏକ ଫ୍ଲାଇଟ୍ ରେ ଉଡ଼ାଣ ଆରମ୍ଭ କରିବା ପୂର୍ବରୁ ଏହି ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଫ୍ଲାଇଟ୍ର କ୍ରୁ ମେମ୍ବର୍ସ…

Read More