ପତ୍ନୀଙ୍କ ସେବା ପାଇଁ ସ୍ୱାମୀ ଛାଡିଲେ ଚାକିରୀ, ଅଧାରେ ରହିଗଲା ସ୍ୱାମୀଙ୍କ ସ୍ବପ୍ନ

ଅସୁସ୍ଥ ପତ୍ନୀର ସେବା କରିବା ପାଇଁ ଅବରର ୩ବର୍ଷ ପୂର୍ବରୁ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଲେ ସ୍ୱାମୀ । ମାତ୍ର ଅବସର ନେବା ଦିନ ପତ୍ନୀଙ୍କ ଚାଲିଗଲା ଜୀବନ । ସ୍ୱାମୀଙ୍କ ସେବା କରିବାର ଇଚ୍ଛା ଅଧାରେ ରହିଗଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର କୋଟାର ଦାଦାବାଡି ଅଞ୍ଚଳରେ । ଖବର ଅନୁଯାଇ, ଦାଦାବାଡି ଅଞ୍ଚଳର ଦେବେନ୍ଦ୍ର କୁମାର ସେଣ୍ଟ୍ରାଲ ୱେୟାର ହାଉସ୍ ରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ…

Read More