ଏହିସବୁ ଭିଟାମିନ ଅଭାବରୁ ପୁରୁଷମାନଙ୍କର ସେକ୍ସୁଆଲ ଲାଇଫ ଉପରେ ପଡ଼ିଥାଏ ପ୍ରଭାବ

ଆମର ଖାଦ୍ୟ ପେୟ ଦ୍ୱାରା କେବଳ ଆମ ଶରୀର ପ୍ରଭାବିତ ହୋଇ ରୋଗ ଗ୍ରସ୍ତ ଆମେ ହୋଇ ନଥାଉ, ଏହା ମଣିଷ ର ସେକ୍ସୁଆଲ ଲାଇଫ ମଧ୍ୟ ପ୍ରଭାବିତ ହୋଇଥାଏ l ସେକ୍ସ ଗୋଟିଏ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ କୁ ଅଧିକ ମଜବୁତ କରିଥାଏ l ଏହାଛଡା ମାନସିକ ଦୁଶ୍ଚିନ୍ତା ଦୂର କରିଥାଏ l କିନ୍ତୁ ଅନେକ ସମୟରେ କିଛି ଲୋକ ଙ୍କର ସେକ୍ସ କରିବାକୁ ମଧ୍ୟ ଇଛା ହୋଇନଥାଏ l ଗୋଟିଏ ଗବେଷଣା ଅନୁସାରେ…

Read More