ପାନାମା କେନାଲକୁ ନେଇ ଟ୍ରମ୍ପଙ୍କ ଧମକ

ପାନାମା କେନାଲକୁ ନେଇ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି । ତାଇୱାନ ପରେ ଏବେ ପାନାମା କେନାଲ ମଧ୍ୟ ଏକ ପ୍ରସଙ୍ଗ ପାଲଟିଛି ଯେଉଁଠି ଚୀନ ଓ ଆମେରିକା ମୁହାଁମୁହିଁ ହୋଇପାରନ୍ତି। ଟ୍ରମ୍ପ କହିଛନ୍ତି ଯଦି ପାନାମା କେନାଲକୁ ଯଦି ଠିକ୍ ଭାବେ ପରିଚାଳନା ନ କରାଯାଏ, ତେବେ ଆମେରିକା ଏହାକୁ ଫେରାଇ ନେଇପାରେ। ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଏକ ବୟାନରେ ପାନାମା କେନାଲ ବ୍ୟବହାର ପାଇଁ ଅତ୍ୟଧିକ…

Read More