ଟାଟା ପାଓ୍ବାର ଉପରେ ବର୍ଷିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

ଟାଟାପାଓ୍ବାର ରାଜ୍ୟର ବିଦ୍ୟୁଦ୍ ଉପଭୋକ୍ତାମାନଙ୍କ ଠାରୁ ଅତିରିକ୍ତ ସିକ୍ୟୁରିଟ୍ ଆଦାୟ ପାଇଁ ଯେଉଁ ନୋଟିସ୍ ଜାରି କରିଛି ତାହାକୁ ଶୀଘ୍ର ବାଡିଲ କରିବାକୁ “ଜନ ଜାଗରଣ’”ର ସଭାପତି ତଥା ପୂର୍ବତନ ମୁଖ୍ୟ ଶାସନସଚିବ ଶ୍ରୀ ବିଜୟ କୁମାର ପଟ୍ଟନାୟକ ଦାବୀ କରିଛନ୍ତି । ଆଜି ଭୁବନେଶ୍ଵରେ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳିନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଟାଟା ପାଓ୍ବାର ବିଗତ ବର୍ଷରେ ଉପଭୋକ୍ତାମାନଙ୍କ ଠାରୁ ସଂଗ୍ରହ କରିଥିବା ଅଧ‌ିକ ୭ହଜାର କୋଟି ଟଙ୍କାକୁ ସେମାନଙ୍କୁ…

Read More