ଜନ୍ମଦିନରେ ଫ୍ୟାନ୍ସକୁ ସରପ୍ରାଇଜ ଦେଲେ ଦବଙ୍ଗ ଖାନ
ଆଜି ହେଉଛି ବଲିଉଡର ଦବଙ୍ଗ ଖାନଙ୍କ ଜନ୍ମଦିନ । ଏହି ଅବସରରେ ନିଜ ଫ୍ୟାନ୍ସକୁ ସରପ୍ରାଇଜ ଦେଲେ ଭାଇଜାନ । ତାଙ୍କର ଅପକମିଙ୍ଗ ଫିଲ୍ମ ‘ସିକନ୍ଦର’ର ପ୍ରଥମ ପୋଷ୍ଟରର ଜାରି କରାଯାଇଛି । ଏଆର ମୁରୁଗାଡୋସଙ୍କ ନିର୍ଦ୍ଦେଶିତ ‘ସିକନ୍ଦର’ ଆସନ୍ତା ବର୍ଷ ଇଦ୍ ଅବସରରେ ସିନେମାଘରକୁ ଆସିବ । View this post on Instagram A post shared by Nadiadwala Grandson (@nadiadwalagrandson) ପୋଷ୍ଟରରେ ସଲମାନ ସୁଟ୍ ରେ ନଜର ଆସିଛନ୍ତି । ହାତରେ…
