ଦିନ ୧ଟା ପରେ ସମସ୍ତ ସ୍କୁଲ ବନ୍ଦ

ଭୁବନେଶ୍ବର: ଭୁବନେଶ୍ବରରେ ୩ଦିନିଆ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ କଡା ସୁରକ୍ଷା ବଳୟ ଭିତରେ ରହିଛି ରାଜଧାନୀ । ଟ୍ରାଫିକ କଟକଣା ସହିତ ସବୁ ସ୍ଥାନରେ ପହରା ଦେଉଛନ୍ତି ପୋଲିସ । ଏହାରି ଭିତରେ ରାଜ୍ୟ ସରକାର ଏକ ବଡ ଘୋଷଣା କରିଛି । ଭୁବନେଶ୍ବରରେ ଆଜି ହାପ ଡେ ସ୍କୁଲ । ଅର୍ଥାତ ଦିନ ୧ଟା ପରେ ଭୁବନେଶ୍ବରରେ ବନ୍ଦ ରହିବ ସମସ୍ତ ସ୍କୁଲ । ଏନେଇ ଘୋଷଣା କରିଛନ୍ତି…

Read More