ଋଷରେ ୯/୧୧ ଆକ୍ରମଣର ପୁନରାବୃତି , ୩ଟି ହାଇ ରାଇଜିଂ ବିଲ୍ଡିଂ ଉପରେ ଡ୍ରୋନ୍ ଆକ୍ରମଣ

୯/୧୧ ଆକ୍ରମଣର ପୁନରାବୃତି । ଆମେରିକାରେ ୯/୧୧ ଆକ୍ରମଣ ଭଳି ଋଷରେ ହୋଇଛି ଆଟାକ୍ ତିନୋଟି ହାଇ ରାଇଜିଂ ବିଲ୍ଡିଂ ଉପରେ ହୋଇଛି ଡ୍ରୋନ୍ ଆକ୍ରମଣ । ତେବେ ଏହି ଆକ୍ରମଣ ପାଇଁ ୟୁକ୍ରେନକୁ ଦାୟୀ କରିଛି ଋଷ । ଏହି ଡ୍ରୋନ୍ ହମଲା ରାଜଧାନୀ ମସ୍କୋ ଠାରୁ ପ୍ରାୟ ୮୦୦ କିଲୋମିଟର ଦୂରରେ ଅବସ୍ଥିତ କାଜାନ ସହରରେ କରାଯାଇଛି । ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓରେ ଡ୍ରୋନ୍ ବଡ ବଡ ତିନୋଟି କୋଠାକୁ ଧକ୍କା…

Read More

କ୍ୟାନସର ଟିକା ଉଦ୍ଭାବନ କଲା ରୁଷ, ଆସନ୍ତା ବର୍ଷରୁ ମାଗଣାରେ ମିଳିବ

କ୍ୟାନସରକୁ ମାତ୍ ଦେବା ପାଇଁ ଟିକା ଉଦ୍ଭାବନ କରିଥିବା ଦାବି କରିଛି ରୁଷ । ତେବେ ବଡ଼ କଥା ହେଉଛି ଏହା ରୁଷର ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ।ରୁଷର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଘୋଷଣା କରିଛି ଯେ, କର୍କଟକୁ ହରାଇବା ପାଇଁ ପ୍ରସ୍ତୁତ ହୋଇଥିବା ୨୦୨୫ ମସିହା ଜାନୁଆରୀ ମାସରୁ କର୍କଟ ରୋଗୀଙ୍କୁ ମାଗଣାରେ ଦିଆଯିବ। ରୁଷର ରାଷ୍ଟ୍ରାୟତ୍ତ ନ୍ୟୁଜ୍ ଏଜେନ୍ସି TASS ଅନୁଯାୟୀ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରେଡିଓଲୋଜି ମେଡିକାଲ୍ ରିସର୍ଚ୍ଚ ସେଣ୍ଟରର ଜେନେରାଲ୍ ଡାଇରେକ୍ଟର…

Read More