
ଓଡ଼ିଶାରେ ଗଡ଼ିବ ଗ୍ରୀନ ହାଇଡ୍ରୋଜେନ୍ ବସ୍, କମିବ ଭଡ଼ା
ଓଡ଼ିଶାରେ ଗଡ଼ିବ ଗ୍ରୀନ ହାଇଡ୍ରୋଜେନ୍ ବସ୍। ଡିଜେଲ ବ୍ୟବହାର କମିବା ସହ ପାସେଞ୍ଜରକୁ କମ୍ ଭଡ଼ା ଲାଗିବ। ତେବେ ଏହି ବସ୍ ୨୦୨୫ ଅଗଷ୍ଟ ୧୫ ସୁଦ୍ଧା ବସ୍ ଚଲାଇବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଲୋକସେବା ଭବନ ତୃତୀୟ ମହଲା କରଫରେନ୍ସ ହଲରେ ଗ୍ରୀନ ହାଇଡ୍ରୋଜେନ୍ ମୋବୋଲିଟି ପ୍ରୋଜେକ୍ଟର ତ୍ରିପାକ୍ଷିକ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ଶେଷ ହୋଇଛି। ଏନଟିପିସି, ଗ୍ରୀଡକୋ ଲିମିଟେଡ ଓ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ମଧ୍ୟରେ ତ୍ରିପାକ୍ଷିକ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର…