
ରାଜଧାନୀର ରାଜରାସ୍ତାରୁ ହଟିବ ଉଠା ଦୋକାନ
ରାଜଧାନୀ ଭୁବନେଶ୍ବରରୁ ହଟିବ ରାଜରାସ୍ତାରେ ଥିବା ସମସ୍ତ ଉଠା ଦୋକାନ । ୫୫ଟି ରାସ୍ତାରୁ ସ୍ଥାୟୀ ଭାବେ ଉଠା ଦୋକାନୀକୁ ହଟାଯିବ । ସମୂହ ସଫେଇ କାର୍ଯ୍ୟକ୍ରମ ବେଳେ ଏଭଳି ସୂଚନା ଦେଇଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । ଉଠା ଦୋକାନୀଙ୍କୁ ହଟାଯାଇ ସ୍ଥାୟୀ ଭେଣ୍ଡିଂ ଜୋନ ଦିଆଯିବ । ଏନେଇ ସମୂହ ସଫେଇ କାର୍ଯ୍ୟକ୍ରମ ସମୟରେ ରାସ୍ତା କଡ଼ରେ ମନ ଇଚ୍ଛା ଚାଲିଥିବା ଦୋକାନ ଦେଖି ମେୟର ଅସନ୍ତୋଷ ପ୍ରକାଶ କରିବା ସହିତ ରାସ୍ତା…