
ପ୍ରଥମ କରି ରୋମାନ୍ସ କରିବେ ରଶ୍ମିକା-ଆୟୁଷ୍ମାନ
ପ୍ରଥମ ଥର କରି ଏକାଠି ସ୍କ୍ରିନ ସେୟାର କରିବେ ସାଉଥ ଅଭିନେତ୍ରୀ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ଆୟୁଷ୍ମାନ ଖୁରାନା। ଉଭୟଙ୍କ ଏହି ହରର୍ କମେଡି ଭିତ୍ତିକ ଅପ୍କମିଂ ଫିଲ୍ମ ‘ଥାମା’ର ସୁଟିଂ ମୁମ୍ବାଇର ଚିତ୍ରା ଷ୍ଟୁଡିଓରେ ଆରମ୍ଭ ହୋଇଯାଇଛି। ନୂଆବର୍ଷ ପାଇଁ ଷ୍ଟାରକାଷ୍ଟ ବ୍ରେକ ନେବେ ଓ ପରେ ଜାନୁଆରୀରେ ଦିଲ୍ଲୀରେ ପୁଣି ସୁଟିଂ ଆରମ୍ଭ ହେବ। ଏହାପରେ ଫେବ୍ରୁଆରୀ ମାସରେ ଉଟ୍ଟିର ଜଙ୍ଗଲରେ ଫିଲ୍ମର ଅନେକ ଦୃଶ୍ୟର ସୁଟିଂ କରାଯିବାର ଯୋଜନା ରହିଛି। ଏଥିରେ…