ଅଧିକ ଆଣ୍ଟିବାୟୋଟିକ ଔଷଧ ଖାଇଲେ ଏହି ଗମ୍ଭୀର ରୋଗର ସମସ୍ୟା ଦେଖାଯାଏ

ଆଣ୍ଟିବାୟୋଟିକ ଔଷଧର ସେବନ ବ୍ୟାକ୍ଟେରିଆ ନିକଟରୁ ଇନଫେକ୍ସନ କୁ ଅଟକାଇବା ପାଇଁ ସେବନ କରାଯାଇ ଥାଏ । କିନ୍ତୁ ନିକଟରେ ଏହାର ଗମ୍ଭୀର ସାଇଡ ଇଫେକ୍ଟ ସାମ୍ନାକୁ ଆସିଛି । ଦକ୍ଷିଣ କୋରିଆର ଗବେଷକଙ୍କ ଅନୁସାରେ ଜଣା ପଡିଛି ଯେ ଦୀର୍ଘ ଦିନ ଧରି ଆଣ୍ଟିବାୟୋଟିକ ସେବନ କରିବା ଦ୍ୱାରା ପର୍କିସଂସ ରୋଗର କାରଣ ହୋଇଥାଏ । ଏହି ଗବେଷଣା ରେ ଜଣା ପଡିଛି ଯେ ଯେଉଁ ବ୍ୟକ୍ତିମାନେ ୪୦ ବର୍ଷରୁ  ଉର୍ଦ୍ଧ୍ବ ସେମାନେ  ଅଧିକ ପାର୍କିସଂସ…

Read More