ଯୁବତୀଙ୍କ ସହ ପ୍ରେମ ବ୍ୟାପାର କରି ଫସିଲେ ପୋଲିସ ବାବୁ
ଥାନା ପରିସରରେ ଯୁବତୀଙ୍କ ସହ ପ୍ରେମ ବ୍ୟାପାର କରି ଫସିଲେ ପୋଲିସ ବାବୁ । ଅସଞ୍ଜତ ଅବସ୍ଥାରେ ଧରିଲେ ପତ୍ନୀ । ଏଭଳି ସାଂଘାତିକ ଅଭିଯୋଗ ଆସିଛି କନ୍ଧମାଳ କୋଟଗଡ଼ ଥାନାର ଫାଣ୍ଡି ଅଧିକାରୀଙ୍କ ବିରୋଧରେ । ଅବସରର ମାତ୍ର ୨ ମାସ ପୂର୍ବରୁ ୧୯ ବର୍ଷୀୟ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଥିଲେ ବାବୁ ଜଣଙ୍କ ।୩ ମାସ ଧରି ଫୋନରେ କଥା ହେବା ପରେ ଆରମ୍ଭ ହୋଇଯାଇଥିଲା ଶାରୀରିକ ସମ୍ପର୍କ । ଥାନା ପରିସରରେ…
