
ଅମୃତସରର ଏକ ପୋଲିସ ଷ୍ଟେସନ ନିକଟରେ ଭୟଙ୍କର ବିସ୍ଫୋରଣ, ଗ୍ୟାଙ୍ଗଷ୍ଟର ଜୀୱାନ୍ ଫାଉଜି ନିଜକୁ କଲା ଦାୟୀ
ପଞ୍ଜାବର ଅମୃତସରର ଇସଲାମାବାଦ ପୋଲିସ ଷ୍ଟେସନ ନିକଟରେ ଭୟଙ୍କର ବିସ୍ଫୋରଣ । ସକାଳ ପ୍ରାୟ ୩ ଟା ସମୟରେ ବିସ୍ଫୋରଣ ହୋଇଥିଲା । ସ୍ଥାନୀୟ ଲୋକ ବିସ୍ଫୋରଣ ଶବ୍ଦ ଶୁଣି ଲୋକମାନେ ଭୟଭୀତ ହୋଇପଡିଛନ୍ତି ।ଇସଲାମାବାଦ ପୋଲିସ ଷ୍ଟେସନ ଅଧିକାରୀ ଜସବୀର ସିଂ କହିଛନ୍ତି ଯେ, ଆମେ ମଧ୍ୟ ଏହି ଶବ୍ଦ ଶୁଣିଛୁ, କିନ୍ତୁ ପୋଲିସ ଷ୍ଟେସନରେ କୌଣସି ବିସ୍ଫୋରଣ ହୋଇ ନାହିଁ । କେଉଁଠାରେ ବିସ୍ଫୋରଣ ଘଟିଛି ତାହା ଅନୁସନ୍ଧାନ କରାଯାଉଛି ? ତେବେ ଗ୍ୟାଙ୍ଗଷ୍ଟର…