କୋର୍ଟରେ ଅରୁଣ ବୋଥ୍ରା
ବହୁ ଚର୍ଚ୍ଚିତ ପାର୍ସଲ ବୋମା ଘଟଣାର ଦ୍ଵିତୀୟ ଥର ସାକ୍ଷ୍ୟ ଦେବା ପାଇଁ କୋର୍ଟରେ ପହଞ୍ଚିଲେ ଅରୁଣ ବୋଥ୍ରା । ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ନିକଟରେ ହାଜର ହୋଇଛନ୍ତି ସେ। ପ୍ରତିପକ୍ଷ ଓକିଲଙ୍କ ଆବେଦନ ଆଧାରରେ ଦ୍ଵିତୀୟ ଥର ପାଇଁ କୋର୍ଟରେ ହାଜର ହୋଇଥିବା ସୂଚନା । ସୂଚନା ଥାଉକି, ବର୍ଷକ ତଳେ ଏହି ମାମଲାରେ କୋର୍ଟରେ ହାଜର ହୋଇଥିଲେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବ୍ରୋଥା । ହାଜର ହୋଇ ନିଜର ପକ୍ଷ…
