ରାସନ ହିତାଧିକାରୀଙ୍କୁ ଝଟକା; ଜାନୁଆରି ମାସରୁ ମିଳିବନି ପିଡିଏସ୍ ଗହମ

ରାସନ ପାଉଥିବା ହିତାଧିକାରୀଙ୍କୁ ଝଟକା। ଚାଉଳ ସହ ମିଳିବନି ଗହମ ପିଡିଏସ୍ ଗହମ। ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଜାନୁଆରି ମାସରୁ ଗହମ ଦେବେ ବୋଲି କହିଥିଲେ। ହିତାଧିକାରୀଙ୍କୁ ୪ କିଲୋ ଚାଉଳ ସହ କିଲେ ଗହମ ଦେବାକୁ ବ୍ୟବସ୍ଥା ହୋଇଥିଲା। କେନ୍ଦ୍ର ସରକାର କିଛି ପରିମାଣର ଗହମ ମଞ୍ଜୁର କରିଥିଲେ ବି ପରିବହନ ଏବଂ ଗୋଦାମ ପ୍ରସ୍ତୁତ କରିବାକୁ ସମୟ ଲାଗୁଛି। ଯେତେଶୀଘ୍ର ଏସବୁ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇଯିବ ହିତାଧିକାରୀଙ୍କୁ ସରକାର ଦେଇଥିବା…

Read More