ଏଣିକି ଏହି ମନ୍ଦିରକୁ ଗଲେ ଛୋଟ ଡ୍ରେସ ବା ଜିନ୍ସ ପିନ୍ଧିପାରିବେନି ମହିଳା ଭକ୍ତ

ବୃନ୍ଦାବନର ବାଙ୍କେବିହାରୀ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଜାରି ହେଲା ଡ୍ରେସ୍ କୋଡ୍। ଏହି ମାର୍ଗଦର୍ଶିକା ଅନୁସାରେ ମହିଳାମାନେ ଠାକୁରଙ୍କ ଦର୍ଶନ କରିବାକୁ ଆସିବା ବେଳେ ଛୋଟ ଡ୍ରେସ ଏବଂ ଜିନ୍ସ ପିନ୍ଧିଲେ ମିଳିବନି ପ୍ରବେଶ। ଏହିପରି ଡ୍ରେସ୍ ନ ପିନ୍ଧିବାକୁ ମନ୍ଦିର ପକ୍ଷରୁ ନିବେଦନ କରାଯାଇଛି।ନୂଆବର୍ଷ ପୂର୍ବରୁ ମନ୍ଦିରକୁ ଆସୁଥିବା ଭିଡ଼କୁ ଦୃଷ୍ଟିରେ ରଖି ଏହି ଡ୍ରେସ୍ କୋଡ୍ ଲାଗୁ କରାଯାଇଛି। ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି, ମହିଳାମାନେ ମିନି ସ୍କାର୍ଟ, ରିପ୍ଡ୍ ତଥା ଚିରା ଫଟା ଜିନ୍ସ,…

Read More