
ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଲେ ଫେଲ୍
ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଲେ ଆଉ ଉପର ଶ୍ରେଣୀକୁ ଉନ୍ନିତ ହେବେନି ଛାତ୍ରଛାତ୍ରୀ । ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ବାର୍ଷିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ପାସ୍ କରିବାକୁ ଏକ ମାର୍କ ନିର୍ଦ୍ଧାରଣ କରାଯିବ । ଏହି ମାର୍କ ଛାତ୍ରଛାତ୍ରୀ ନରଖି ପାରିଲେ ସେମାନେ ଫେଲ୍ ବୋଲି ଗଣା ହେବେ । ଫେଲ୍ ହୋଇଥିବା ଛାତ୍ରଛାତ୍ରୀ ପୁଣି ଦୁଇ ମାସ ମଧ୍ୟରେ ପରୀକ୍ଷା ଦେବାର ସୁଯୋଗ…