ନୀତିଶଙ୍କର ହୋଇଛି ନୈତିକ ସ୍ଖଳନ , ହରାଇ ବସିଛନ୍ତି ମାନସିକ ସନ୍ତୁଳନ
ନୀତିଶଙ୍କର ହୋଇଛି ନୈତିକ ସ୍ଖଳନ । ହରାଇ ବସିଛନ୍ତି ମାନସିକ ସନ୍ତୁଳନ ।ମହିଳା ଡାକ୍ତରଙ୍କ ହିଜାବ ଟାଣିବା ଘଟଣା ଏବେ ସାରାଦେଶରେ ଚହଳ ପକାଇଛି । ମୁଖ୍ୟମନ୍ତ୍ରୀ ହୋଇ ନିଜର ନୀତି ନୈତିକତା କେମିତି ଭୁଲିଗଲେ ନୀତିଶ ସେନେଇ ବିରୋଧୀ ଉଠାଇଛନ୍ତି ପ୍ରଶ୍ନବାଚୀ । ତେବେ ଗତ ପନ୍ଦର ଡିସେମ୍ବରରେ ବିହାରରେ ଆୟୁଷ ଡାକ୍ତରଙ୍କୁ ଦିଆଯାଉଥିଲା ନିଯୁକ୍ତି ପତ୍ର। ମୁଖ୍ୟମନ୍ତ୍ରୀ ସଚିବାଳୟରେ 1283 ନବନିଯୁକ୍ତ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ବାଣ୍ଟୁଥିଲେ । ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ମଧ୍ୟ…
