
ଅଣଚାଷୀଙ୍କୁ ଚିହ୍ନଟ ପାଇଁ ରାଜ୍ୟରେ କରାଯିବ ନୂତନ ପଞ୍ଜିକରଣ: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଖୁବ ଶୀଘ୍ର ରାଜ୍ୟରେ ନକଲି ଚାଷୀ ବା ଅଣଚାଷୀଙ୍କୁ ଚିହ୍ନଟ ପାଇଁ କରାଯିବ ନୂତନ ପଞ୍ଜିକରଣ । ଚାଷୀ ନହୋଇ ବି ଚାଷୀ ହେବାର ସମସ୍ତ ଫାଇଦା ଲାଭ କରୁଛନ୍ତି । ଏଥିପାଇଁ ସରକାର ଏହି ନିଷ୍ପତି ନେଇଛନ୍ତି । ଏଭଳି କହି ଅଣଚାଷୀଙ୍କୁ ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାସନ କାର୍ଡ ଭଳି ଚାଷୀ ତାଲିକାରେ ଅନେକ ଅଣ ଚାଷୀ ଥିବାରୁ ଆଉ ଥରେ ତାଲିକା ପ୍ରସ୍ତୁତ ହେବ। ରାସନ କାର୍ଡରେ…