
ଏଣିକି ସ୍ୱୟଂଚାଳିତ ହେବ ନରାଜ ଓ ଯୋବ୍ରା ବ୍ୟାରେଜ୍ ଗେଟ୍; ସୁଇଚ୍ ବଟନ ଦ୍ଵାରା ହେବ କାମ
ଏଣିକି ସ୍ୱୟଂଚାଳିତ ଉପାୟରେ ଚେନ୍ ଟାଣି ନରାଜ ଓ ଯୋବ୍ରା ବ୍ୟାରେଜ୍ ଗେଟ୍ ଉଠାଯିବ । ଏଥିପାଇଁ କୌଣସି କର୍ମଚାରୀର ଆବଶ୍ୟକତା ରହିବ ନାହିଁ । କାର୍ଯ୍ୟାଳୟରେ ବସି ସୁଇଚ୍ ବଟନ ଦ୍ୱାରା ଏହି ଦୁଇଟି ବ୍ୟାରେଜ୍ ଗେଟ୍ ପରିଚାଳନା କରାଯିବ । କେତୋଟି ଗେଟ୍ କେତେ ଫୁଟ୍ ଲେଖାଏଁ ଉଠିବ ତାହା କାର୍ଯ୍ୟାଳୟ କଣ୍ଟ୍ରୋଲ୍ ରୁମରୁ କରାଯାଇପାରିବ ।ଏଥିପାଇଁ ଉଭୟ ବ୍ୟାରେଜ୍ରେ ୧୪୫ଟି ହାଇଫ୍ରିକ୍ୟୁଏନ୍ସି କ୍ୟାମେରା ଲଗାଯାଉଛି । ଏହି କାମ ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା…