ଡିଜି-ଆଇଜି ସମ୍ମିଳନୀର ଦ୍ବିତୀୟ ଦିନ
ଭୁବନେଶ୍ବର : ଆଜି ସର୍ବଭାରତୀୟ ପୋଲିସ ଡିଜି-ଆଇଜି ସମ୍ମିଳନୀର ଦ୍ବିତୀୟ ଦିନ । ଗତକାଲି ସମ୍ମିଳନୀକୁ ଅମିତ ଶାହ ଉଦଘାଟନ କରିଥିଲେ। ଭୁବନେଶ୍ବର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଆଜି ସମ୍ମିଳନୀରେ ଯୋଗ ଦେବେ । ଦ୍ବିତୀୟ ଓ ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ୫୯ ତମ ପୋଲିସ ଡିଜି-ଆଇଜି ସମ୍ମିଳନୀକୁ ଗତକାଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଉଦଘାଟନ କରିଥିଲେ । ଏହି ଅବସରରେ ସେ କହିଥିଲେ, ଦେଶର ପୂର୍ବ ସୀମାରେ…