Malayalam actor Navya Nair was fined Rs 1.15 lakh for carrying a 15 cm jasmine gajra on a flight to Australia

ବିଦେଶରେ ସୁନ୍ଦରତା ପଡିଲା ମହଙ୍ଗା: ଗଜରା ପାଇଁ ମାଲାୟାଲାମ ଅଭିନେତ୍ରୀଙ୍କୁ ଦେବାକୁ ପଡିଲା ୧ ଲକ୍ଷ ଟଙ୍କା

ଅଷ୍ଟ୍ରେଲିଆର ମେଲବର୍ଣ୍ଣ ବିମାନବନ୍ଦରରେ ମଲ୍ଲି ଫୁଲ ରଖିଥିବା ଅଭିଯୋଗରେ ମାଲାୟଲମ ଅଭିନେତ୍ରୀ ନଭ୍ୟ ନାୟାରଙ୍କୁ ୧ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଦେବାକୁ ପଡିଛି। କୁହାଯାଉଛି ଯେ ଅଭିନେତ୍ରୀ ତାଙ୍କ ବ୍ୟାଗରେ ମଲ୍ଲି ଫୁଲରେ ତିଆରି ଏକ ଗଜରା ଧରି ଆସୁଥିଲେ। ବିମାନବନ୍ଦର ଅଧିକାରୀମାନେ ଏହାକୁ ‘ଜୈବ ସୁରକ୍ଷା ଆଇନର ଉଲ୍ଲଂଘନ’ ବୋଲି ବିବେଚନା କରି ତାଙ୍କ ଉପରେ ୧୯୮୦ ଅଷ୍ଟ୍ରେଲୀୟ ଡଲାର (ପ୍ରାୟ ୧.୧୪ ଲକ୍ଷ ଟଙ୍କା) ଜରିମାନା ଲଗାଇଛନ୍ତି। ରିପୋର୍ଟ ଅନୁଯାୟୀ , ନଭ୍ୟା…

Read More