ମହାରାଷ୍ଟ୍ରରେ କିଏ ହେବ ମୁଖ୍ୟମନ୍ତ୍ରୀ ?

ମୁମ୍ବାଇ : ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୬ ଦିନ ବିତିଥିଲେ ମଧ୍ୟ କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ଉତ୍କଣ୍ଠା ଜାରି ରହିଛି। ମହାୟୁତିର ୩ ନେତା ଦେବେନ୍ଦ୍ର ଫଡ୍‌ନବିସ୍‌, ଏକନାଥ ଶିନ୍ଦେ ଏବଂ ଅଜିତ ପାଓ୍ବାର ଗୁରୁବାର ରାତିରେ ନୂଆଦିଲ୍ଲୀରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ସହ ବୈଠକ କରିଥିଲେ। ଏହାପରେ ଶୁକ୍ରବାର ମୁମ୍ବାଇରେ ମେଣ୍ଟ ବୈଠକ ବସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହେବାକୁ ଥିବାବେଳେ ଶିନ୍ଦେ ନିଜ ଜନ୍ମସ୍ଥାନ ଯାଇଥିବାରୁ ବୈଠକକୁ…

Read More