ମାଣିକେଶ୍ୱରୀ ୟୁନିଭରସିଟିର କୁଳପତି ସଞ୍ଜୟ ଶତପଥୀଙ୍କ ପରଲୋକ

କଳାହାଣ୍ଡି ଭବାନୀପାଟଣା ମାଣିକେଶ୍ୱରୀ ୟୁନିଭରସିଟିର ପ୍ରଥମ କୁଳପତି ସଞ୍ଜୟ ଶତପଥୀଙ୍କ ଭୁବନେଶ୍ୱର ସମ ହସ୍ପିଟାଲରେ ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ମୃତ୍ୟୁ ହୋଇଛି । ସେ ବହୁଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ସେ ପ୍ରଥମ ଭିସି ଭାବରେ ଯୋଗଦାନ କରି ବିଶ୍ବବିଦ୍ୟାଳୟର ବହୁତ ଉନ୍ନତି କରିବା ସହ ବିଶ୍ୱ ବିଦ୍ୟାଳୟର ଛାତ୍ର ଛାତ୍ରୀ ବିଭିନ୍ନ ବିଭାଗରେ ସଫଳ ହୋଇଥିଲେ। ସେ ଜଣେ ସୁ ବକ୍ତା, ଉଦ୍ଘୋଷକ ଓ ଭଲ ଗୀତ ବି ଗାଉଥିଲେ ।…

Read More