ଗୃହ ନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ଡଃ ମହାପାତ୍ର କୋରାପୁଟରେ କାର୍ଯ୍ୟର ସମୀକ୍ଷା
ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି କୋରାପୁଟ ଜିଲ୍ଲାର ସୁନାବେଡା ପୌରପାଳିକା ଗସ୍ତ କରି ପୌର ଅଞ୍ଚଳର ଏକ ଆହାର କେନ୍ଦ୍ରରେ ପ୍ରଦାନ କରାଯାଉଥିବା ଖାଦ୍ୟର ଗୁଣମାନ, ତାଜାପନ ଓ ପୋଷଣମାନ ଉପରେ ନିରୀକ୍ଷଣ କରିଥିଲେ। ନିରୀକ୍ଷଣ ସମୟରେ ମନ୍ତ୍ରୀ ଡାଃ ମହାପାତ୍ର ନିଜେ ଖାଦ୍ୟ ଚାଖି ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ। ଖାଦ୍ୟରେ ଶାଗ-ସବ୍ଜି ଓ ଡାଲିର ଅଭାବ ଥିବା ସହ ଅଧିକାଂଶ ଖାଦ୍ୟ ପାଣିଯୁକ୍ତ ଥିବାକୁ ସେ…
