ଆରମ୍ଭ ହେଲା କୋଣାର୍କ ଉତ୍ସବ

୩୫ତମ କୋଣାର୍କ ଉତ୍ସବ ଆଜିଠାରୁ ହୋଇଛି। ଏଥିପାଇଁ ଆରମ୍ଭ ହୋଇସାରିଛି ସାଜସଜା। ଏହି ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ପାଇଁ କୋଣାର୍କ ଉତ୍ସବମୁଖର ହୋଇଉଠିଛି। ତେବେ ଦେଶର କଳା ସଂସ୍କୃତିର ପ୍ରଚାର ଏବଂ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ପାଇଁ ଏହି ଆନ୍ତର୍ଜାତୀୟ ବାଲୁକା କଳା ଆରମ୍ଭ ହୋଇଥିଲା। ପ୍ରତି ବର୍ଷ ଭଳି ଚଳିତ ବର୍ଷ ଡିସେମ୍ବର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ଉତ୍ସବ ସାଙ୍ଗକୁ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବ।…

Read More