ଖାନ୍ ସାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା
ବିହାରର ସେଲିବ୍ରେଟୀ ଟିଚର ଖାନ୍ ସାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ଡିହାଇଡ୍ରେସନ ଓ ଫିଭର ପରେ ତାଙ୍କୁ ପ୍ରଭାବତ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ସେ ବିହାର ଲୋକସେବା ଆୟୋଗ (ବିପିଏସସି) ଆଶାୟୀଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ । ବିପିଏସସି ପ୍ରିଲିମିନାରୀ ପରୀକ୍ଷା ନିୟମରେ ପରିବର୍ତ୍ତନକୁ ନେଇ ଛାତ୍ରଛାତ୍ରୀଙ୍କୁ ସମର୍ଥନ କରିବା କାରଣରୁ ଖାନ ସାରଙ୍କୁ ପୋଲିସ ଗିରଫ କରିଥିଲା । ଖାନ ସାରଙ୍କୁ ପୋଲିସ ଗାଡ଼ିରେ ବସାଇ ଥାନାକୁ ନେବା ପରେ…