ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଖାଦ୍ୟରେ ପୋକ, ଜରିମାନା ଲଗାଇଲା ଆଇଆରସିଟିସି
ପୁଣିଥରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ପରସା ଯାଇଥିବା ଖାଦ୍ୟରେ ବାହାରିଲା ପୋକ। ଏନେଇ ଯାତ୍ରୀ ଜଣକ ଅଭିଯୋଗ ପରେ କ୍ୟାଟରିଂ ସର୍ଭିସ ଉପରେ ଜରିମାନା ଲଗାଇଲା ଆଇଆରସିଟିସି । ରିପୋର୍ଟ ଅନୁଯାୟୀ, ବିକାଶ କୁମାର ନାମକ ଜଣେ ଯାତ୍ରୀ ବାରାଣାସୀରୁ ନୂଆଦିଲ୍ଲୀ ଅଭିମୁଖେ ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରା କରୁଥିଲେ।ଆଉ ସେହି ସମୟରେ ସେ ଖାଦ୍ୟ ଅର୍ଡର କରିଥିବା ବେଳେ ଟ୍ରେନର କ୍ୟାଟରିଂ ସେବା ତାଙ୍କୁ ଖାଦ୍ୟ ଦେଇଥିଲା । ହେଲେ ଦିଆଯାଇଥିବା ଖାଦ୍ୟରେ ପୋକ…
