ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଏହି ବୈଠକରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପୁନଃବିକାଶ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ରାଜ୍ୟର  ସର୍ବବୃହତ ମେଡିକାଲ କଲେଜ ହିସାବରେ ଏଠାକୁ ପ୍ରତିଦିନ ହଜାର ହଜାର ରୋଗୀ ଓ ସେମାନଙ୍କର ସମ୍ପର୍କୀୟମାନେ ଆସିଥାନ୍ତି। ଏହି ମେଡିକାଲ କଲେଜକୁ ଏକ ବିଶ୍ବସ୍ତରୀୟ ମେଡିକାଲ କଲେଜ ରୂପେ ବିକଶିତ କରିବା…

Read More

କିଡନୀ ଷ୍ଟୋନର ଲକ୍ଷଣ

କିଡନୀ ମାନବ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ରକ୍ତକୁ ଶୁଦ୍ଧ କରିବା ସହିତ ଏହା ପରିସ୍ରା ମାଧ୍ୟମରେ ସମସ୍ତ ବର୍ଜ୍ୟବସ୍ତୁକୁ ବାହାର କରିଥାଏ। କିନ୍ତୁ ଆଜିର ସମୟରେ ଆମେମାନେ ଯେଉଁ ପ୍ରକାରର ଜୀବନଶୈଳୀରେ  ବଞ୍ଚୁଛେ, ଏଥିପାଇଁ ଆମକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। କିଡନୀରେ ଷ୍ଟୋନ ଥିବାର ଲକ୍ଷଣଗୁଡିକ ଠିକ୍ ସମୟରେ ଚିହ୍ନଟ ହୁଏ, ତେବେ ଅପରେସନ୍ ବିନା ମଧ୍ୟ ଷ୍ଟୋନକୁ ବାହାର କରାଯାଇପାରିବ। ଆପଣ ହୁଏତ ଜାଣି ନଥିବେ, କିନ୍ତୁ ଯେତେବେଳେ କିଡନୀ…

Read More

ଷ୍ଟୋନ ରୋଗର ଲକ୍ଷଣ

ପଥରି ରୋଗର କାରଣ ଓ ନରାକରଣ ବତ ମାନ ଷ୍ଟୋନ ବା ପଥରି ରୋଗେର ଅନେକ ଲୋକ ପୀଡ଼ତ ହେଉଛ ୤ ପଥର ବା ପଥର ରୋଗ ମନଳୀକ ସଂ ମତ କରଥାଏ୤ ତେଣ ଏହା ରୋଗୀର କି ନୀ ବା ବୃ କ ପାଇଁ ତକାରକ ହୋଇଥାଏ୤ େଏବ କି ନୀ େ । ବା ବୃ କ ପଥର ଏକ ଜଟଳ ସା ସମସା ଭୋବ ଉଭା ହୋଇଛି୤ କି ନୀ ପଥଦଦନ ପୀଡ଼ତ…

Read More