କୁକୁର ଆତଙ୍କରୁ ରାଜଧାନୀବାସୀଙ୍କୁ ମିଳିବ ନିସ୍ତାର; ଖୁବଶୀଘ୍ର ଆରମ୍ଭ ହେବ ବନ୍ଧ୍ୟାକରଣ

ଏଣିକି କୁକୁର ଆତଙ୍କରୁ ରାଜଧାନୀବାସୀଙ୍କୁ ମିଳିବ ନିସ୍ତାର। ମେନକା ଗାନ୍ଧୀ ବିଏମସି ଉପରେ କରିଥିବା କେସ ପାଇଁ ଅଟକି ରହିଥିଲା ବନ୍ଧ୍ୟା କରଣ ପକ୍ରିୟା। ଯାହା ଫଳରେ ରାଜଧାନୀର ଗଳି କନ୍ଦିରେ କୁକୁରଙ୍କ ସଂଖ୍ୟା ବଢ଼ିଥିବା ନେଇ ସ୍ବୀକାର କଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଦୀର୍ଘ ଦିନ ହେବ କୁକୁର ବନ୍ଧ୍ୟାକରଣ ବନ୍ଦ ଥିବାରୁ ଗଳି ଗଳିରେ କୁକୁରଙ୍କ ସଂଖ୍ୟା ବଢିଚାଲିଛି । ଯାହା ଫଳରେ ବିଏମସି ହସ୍ପିଟାଲରେ ଦିଆଯାଇଥିବା କୁକୁର କାମୁଡ଼ା ଟୀକା…

Read More