ମଧ୍ୟାହ୍ନ ଭୋଜନ ପରେ ଗ୍ୟାସ ଓ ଏସିଡ଼ିଟି ସମସ୍ୟା ଦେଖାଉଛି କି ? ଜାଣନ୍ତୁ ଏହା ପଛର କାରଣ ଓ ପ୍ରତିକାର ବିଷୟରେ…

ଆଜିକାଲି ଅନେକ ଲୋକ ମଧ୍ୟାହ୍ନ ଭୋଜନ କରିବା ପରେ ଗ୍ୟାସ ଓ ଏସିଡ଼ିଟି ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଖାଦ୍ୟ ହଜମ ନହେବା କାରଣରୁ ପେଟର ଏହି ସମସ୍ୟା ଦେଖାଯାଇ ଥାଏ l କିଛି ଲୋକ ଏଭଳି ଥାଆନ୍ତି ଯିଏକି ଖାଦ୍ୟ ଖାଉ ଖାଉ ଆମ୍ବିଳା ହେକୁଟି ଆସିବା, ପେଟ ରେ ଯନ୍ତ୍ରଣା ଅନୁଭବ ହେବା, ପେଟ ଫୁଲିଯିବା ସମସ୍ୟାର ସମୁଖୀନ ହୋଇ ଥାଆନ୍ତି ଲ ଏହାର ମୁଖ୍ୟ କାରଣ କ’ଣ… – ସକାଳ ଜଳଖିଆ ଓ…

Read More