
ପୂର୍ବତନ ଭାରତୀୟ କ୍ରିକେଟର ରବିନ ଉଥପ୍ପାଙ୍କ ନାଁରେ ୱାରେଣ୍ଟ ଜାରି
ଭାରତୀୟ ଟିମର ପୂର୍ବତନ ବ୍ୟାଟର ରବିନ ଉଥପ୍ପାଙ୍କ ନାମରେ ପ୍ରୋଭିଡେଣ୍ଟ ଫଣ୍ଡ ଦୁର୍ନୀତି ମାମଲାରେ ୱାରେଣ୍ଟ ଜାରି ହୋଇଛି । ଏହି ୱାରେଣ୍ଟ ଆଞ୍ଚଳିକ ପିଏଫ ଆୟୁକ୍ତ ସଦାକ୍ଷରୀ ଗୋପାଳ ରେଡ୍ଡୀ ଜାରି କରିଛନ୍ତି । ରେଡ୍ଡୀଙ୍କ ତରଫରୁ ଜାରି ହୋଇଥିବା ୱାରେଣ୍ଟ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲକେଶିନଗର ପୋଲିସକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ରବିନ ଉଥପ୍ପା ସେଞ୍ଚୁରିଜ ଲାଇଫଷ୍ଟାଇଲ ବ୍ରାଣ୍ଡ ପ୍ରାଇଭେଟ ଲିମିଟେଡକୁ ଚଳାଉଛନ୍ତି । ସେ ତାଙ୍କ କମ୍ପାନୀରେ ଚାକିରି କରିଥିବା…