ନିର୍ବାଚନ ଲଢିବେ ଅରବିନ୍ଦ କେଜ୍ରିୱାଲ
ନିର୍ବାଚନ ଲଢିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ଆବାହକ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦ୍ମୀ ପାର୍ଟି ତାର ଶେଷ ପ୍ରାର୍ଥୀ ତାଲିକା ଜାରି କରିଛି। ତେବେ ୩୮ ଜଣିଆ ପ୍ରାର୍ଥୀ ତାଲିକାରେ ରହିଛି ଅରବିନ୍ଦ କେଜ୍ରିୱାଲଙ୍କ ନାମ। ସେ ନୂଆ ଦିଲ୍ଲୀରୁ ନିର୍ବାଚନ ଲଢିବେ ବୋଲି ସୂଚନା ମିଳିଛି। ସେହିପରି ସୌରଭ ଭରଦ୍ବାଜ ଗ୍ରେଟର କୈଳାସ ଓ ସତୈନ୍ଦ୍ର ଜୈନ୍ ଶକୁର ବସ୍ତିରୁ ନିର୍ବାଚନ ଲଢିବେ। ମୁଖ୍ୟମନ୍ତ୍ରୀ ଆତିଶି କାଲ୍କାଜିରୁ ପ୍ରାର୍ଥୀ…
