ଓସେପା ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ବ୍ୟବହାରିକ ଦକ୍ଷତା ପ୍ରଶିକ୍ଷଣ ଆୟୋଜିତ
ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ବା ଓସେପା ପକ୍ଷରୁ ରାଜ୍ୟସ୍ତରୀୟ ବ୍ୟବହାରିକ ଦକ୍ଷତା ପ୍ରଶିକ୍ଷଣ ଆୟୋଜନ କରାଯାଇଛି । ଗତ ଡିସେମ୍ବର 9 ତାରିଖରୁ 18 ତାରିଖ ଯାଏଁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ ଏନଆଇସି, ଭୁବନେଶ୍ବରଠାରେ ଆୟୋଜନ କରାଯାଇଥିଲା । ପ୍ରତ୍ୟେକ ଦିନ ଦୁଇଟି ପର୍ଯ୍ୟାୟରେ ଜିଲ୍ଲାର ସିଟିସି ପ୍ରୋଗାମର୍,ବ୍ଲକର ଟିସି ଏବଂ ମିସ୍-କମ୍-ପିସି ମାନେ ଯୋଗ ଦେଇଥିଲେ । ଏଥିରେ 30ଗୋଟି ଜିଲ୍ଲାର ଏବଂ 314 ବ୍ଲକର 680 ଜଣ କର୍ମଚାରୀ କମ୍ପ୍ୟୁଟର ମାଧ୍ୟମରେ…
