
ଜାପାନ ଏୟାର ଲାଇନ୍ସକୁ ସାଇବର ଆଟାକ୍
ଜାପାନ ଏୟାର ଲାଇନ୍ସକୁ ପାଖାପାଖି ସକାଳ ୭ଟା ୩୦ରେ ସାଇବର ଆଟାକ୍ ହୋଇଥିବା ସୂଚନା ମିଳିଛି । ଏୟାରଲାଇନ୍ସର ଭିତର ଓ ବାହାର ସିଷ୍ଟମ ପ୍ରଭାବିତ ହୋଇଛି । ସାଇବର ଆଟାକ୍ ଯୋଗୁ ଜାପାନ ଏୟାରଲାଇନ୍ସର ସେବା ବନ୍ଦ ରହିଛି । ଫ୍ଲାଇଟ୍ ଟିକେଟ୍ ବିକ୍ରି ମଧ୍ୟ ରଦ୍ଦ କରାଯାଇଛି । ଏହା ଦ୍ବାରା ଅନେକ ଘରୋଇ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇପାରେ , ଜାପାନ ଏୟାର ଲାଇନ୍ସର ଦେଶର ଦ୍ବିତୀୟ ବଡ଼ ଏୟାରଲାଇନ୍ସ କମ୍ପାନୀ…