ଧଉଳି ଗଣଦୁଷ୍କର୍ମକୁ ନେଇ ରାଜନୀତି
ଧଉଳି ଗଣଦୁଷ୍କର୍ମକୁ ନେଇ ରାଜନୀତି ମୁହାଁମୁହିଁ ହେଲେ ଶାସକ ବିରୋଧୀ ନବୀନଙ୍କ ପୋଷ୍ଟରେ ସରକାରଙ୍କୁ ଟାର୍ଗେଟ କାଉଣ୍ଟର କଲେ ପ୍ରଭାତୀ ଧଉଳୀରେ ଘଟିଥିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇବା ସହିତ ଓଡ଼ିଶା ପାଇଁ ଲଜ୍ଜ୍ୟା ଆଣିଦେଇଛି। ଭୁବନେଶ୍ୱର ଛାତି ଉପରେ ଘଟିଥିବା ଘଟଣା ପୁଣି ସରକାରଙ୍କୁ କାଠ ଗଡ଼ାକୁ ଟାଣିଛି। ଧଉଳି ବୁଲିବାକୁ ଯାଉଥିବା ଜଣେ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସାମ୍ନାରେ ଗଣଦୁଷ୍କର୍ମ କରିବା ଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି। ବିରୋଧୀ ଦଳ…
