
ଅଧିକ ମାତ୍ରାରେ ସବୁବେଳେ ରାଗୁଥିଲେ, ଏହି ଉପାୟରେ କରନ୍ତୁ ନିଜ କ୍ରୋଧକୁ କଣ୍ଟ୍ରୋଲ
କୁହାଯାଏ ରାଗିଥିବା ଲୋକ ଠିକ୍ ଭୁଲର ବିଚାର କରିପାରିନଥାନ୍ତି । ସେହି ସମୟରେ କାହାକୁ ବା କଣ କହି ଦିଅନ୍ତି ତାହା ଜାଣିପାରନ୍ତି ନାହିଁ। କଥା କଥାରେ ରାଗିଯିବା ଅନେକ ସମସ୍ୟାର କାରଣ ହୋଇଥାଏ । କ୍ରୋଧ ଯେ କେବଳ ମାନସିକ ଶାନ୍ତି ଖରାପ କରେ ତାହା ନୁହେଁ ସମ୍ପର୍କ ମଧ୍ୟ ବିଗାଡିଥାଏ । ରାଗିବା ଅନେକ ରୋଗର କାରଣ ମଧ୍ୟ ହୋଇଥାଏ । ତେବେ ଆପଣ ଟିକେ ଟିକେ କଥାରେ ଚିଡି ଯାଉଛନ୍ତି କି ?…