ଚାନ୍ଦବାଲି ଦୁଷ୍କର୍ମ ଘଟଣାରେ ମନମୋହନ ରାଜ୍ୟବାସୀଙ୍କୁ କି ଆଶ୍ୱାସନା ଦେବେ

ଚାନ୍ଦବାଲିରେ ଘଟିଥିବା ଲୋମହର୍ଷଣକାରୀ ଦୁଷ୍କର୍ମ ଏବଂ ହତ୍ୟା ଉପରେ କଂଗ୍ରେସ ଭବନଠାରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଥିଲା I  ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ପରେ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ କହିଲେ, କଂଗ୍ରେସ ସବୁବେଳେ ନାରୀ ସୁରକ୍ଷା ଉପରେ ଆନ୍ଦୋଳନ କରୁଛି କ୍ଷ ବିଧାନସଭାରେ ବିଧାୟକ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛି I ପିସିସି ସଭାପତି ନାରୀ ସୁରକ୍ଷାକୁ ନେଇ ସଦାବେଳେ ସରକାରଙ୍କୁ ପ୍ରଶ୍ନ ପଚାରୁଛନ୍ତି ଓ ରାଜରାସ୍ତାକୁ…

Read More

ମନରେଗା କୌଣସି କଂଗ୍ରେସ ନେତାଙ୍କ ନାମରେ ନଥିଲା

ଓଡିଶାର ପୂର୍ବତନ ମନ୍ତ୍ରୀ, ସାଂସଦ, ବିରୋଧୀ ଦଳ ନେତା ତଥା ବର୍ତ୍ତମାନର କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ପିତା ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ରାୟଗଡାସ୍ଥିତ ଓଏମପି ଛକରେ ଉନ୍ମୋଚନ କାର‌୍ୟ୍ୟକ୍ରମ ଓ ତାଙ୍କ ସ୍ମୃତିରେ ଆୟୋଜିତ ପ୍ରାର୍ଥନା ସଭାରେ ପିସିସି ସଭାପତି ଭକ୍ତ ଚରଣ ଦାସ, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ ଲାଲ୍ଲୁ, ସିଏଲପି ନେତା ରାମଚନ୍ଦ୍ର କାଡାମ ଏବଂ କଂଗ୍ରେସ ଦଳର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।…

Read More

ସୋଫିଆଙ୍କୁ ଅଡ଼ୁଆରେ ପକାଉଛନ୍ତି ମୋକିମ

ରାଜ୍ୟ ରାଜନୀତିରେ ଏବେ ଗୋଟିଏ ଚର୍ଚ୍ଚା ନୂଆ ଦଳ। ଆଉ ଏହି ନୂଆ ଦଳକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହେଉଛି ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ନେଇକି। ଚର୍ଚ୍ଚା ହେଉଛି ମୋକିମ୍ ଖୁବଶୀଘ୍ର ନୂଆ ଦଳ ଗଠନ କରିବା ପାଇଁ ଯାଇଛନ୍ତି। ମୋକିମଙ୍କୁ କଂଗ୍ରେସରୁ ନିଲମ୍ବିତ କରିବା ପରେ ଏହି ଚର୍ଚ୍ଚା ଆହୁରି ଅଧିକ ଘନେଇବାରେ ଲାଗିଛି। ମୋକିମ ନିକଟରେ କଂଗ୍ରେସର ଶୀର୍ଷ ନେତୃତ୍ୱ କୁହାଯାଉଥିବା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ପିସିସି ସଭାପତି…

Read More

ଅତିରିକ୍ତ ଜମାରାଶି ବୃଦ୍ଧିକୁ ପ୍ରତ୍ୟାହାର କରାଯାଉ

ଟାଟା ପାୱାରର ଶୋଷଣ, ଏମଜିଏନଆରଇଜିଏସ ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ପରିବର୍ତ୍ତନ ତିନି ଗୁରୁତର ସମସ୍ୟାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ଯୋଗଦେଇ ପିସିସି ସଭାପତି ଭକ୍ତ ଚରଣ ଦାସ କହିଲେ ଭକ୍ତ ଦାସ କହିଲେ ଟାଟା ପାୱାର ଅତିରିକ୍ତ ଜମାରାଶି ତଥା ମିଟର ଏବଂ ବିଲରେ ଚଞ୍ଚକତା କରି ସାଧାରଣ ଜନତାଙ୍କୁ ଶୋଷଣ କରୁଛି, ତେଣୁ ଏହାର ବିରୁଦ୍ଧରେ କଂଗ୍ରେସ ଏକ ଜନ ଜାଗରଣ ଆରମ୍ଭ କରିବ।…

Read More

ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହ ବିଭାଗ ଚଳାଇବାରେ ସଂପୂର୍ଣ୍ଣ ଅସମର୍ଥ ହୋଇଥିବା ପ୍ରମାଣିତ ବୋଲି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର ଅଭିଯୋଗ କରିବା ସହ ଆଜି ଶ୍ରୀ ପାତ୍ରଙ୍କ ନେତୃତ୍ୱରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରାଯାଇଥିଲା । ଓଡ଼ିଶା ସରକାରଙ୍କର ୪୪ଟି ମୁଖ୍ୟ ବିଭାଗ ମଧ୍ୟରୁ ଗୃହ ବିଭାଗଟି ସଂପୂର୍ଣ୍ଣ ଅଚଳ ହୋଇପଡ଼ିଛି । ଅନିୟନ୍ତ୍ରିତ ଅପରାଧ ପାଇଁ ଓଡ଼ିଶାବାସୀ ତ୍ରାହି ତ୍ରାହି ଡାକୁଛନ୍ତି । ମାତ୍ର ଓଡ଼ିଶାର…

Read More

୨୩ରେ ପିସିସି ସଭାପତିଙ୍କ ମାଲକାନଗିରି ଗସ୍ତ

ଇତିମଧ୍ୟରେ ମାଲକାନଗିରି ହିଂସାକୁ ଦୁଇ ସପ୍ତାହ ପୂରିବାକୁ ବସିଲାଣି। ଅଥଚ ଶାନ୍ତି ଫେରିନାହିଁ। ଇତି ମଧ୍ୟରେ ରାଜ୍ୟ ଉପ-ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଏବଂ ମତ୍ସ୍ୟ ଏବଂ ପଶୁପାଳନ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଜିଲ୍ଲା ଗସ୍ତ କରି ପରିସ୍ଥିତି ସଂପର୍କରେ ଅନୁଧ୍ୟାନ କରି ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇ କାମ ସାରିଦେଇଛନ୍ତି। ସେମାନେ ସଂପୃକ୍ତ ଆଦିବାସୀ ଏବଂ ବଙ୍ଗାଳୀ ସମ୍ପ୍ରଦାୟର ନେତାମାନଙ୍କ ସହିତ କଥାବାର୍ତ୍ତା କରି ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିବା…

Read More

ମୋଦି ସରକାର ଶ୍ରମିକ ମାନଙ୍କର କାମ ମାଗିବା ଅଧିକାରକୁ ବନ୍ଦ କରିଦେଲେ- କଂଗ୍ରେସ

ଭାରତ ବର୍ଷର ଶ୍ରମିକମାନଙ୍କୁ ତାଙ୍କର ସମ୍ମାନ ସହ ବଞ୍ଚିବାର ଅଧିକାରକୁ କଂଗ୍ରେସ କେନ୍ଦ୍ରରେ ସରକାରରେ ୨୦୦୫ ମସିହାରେ ଥିଲା ବେଳେ ସାମ୍ବିଧାନିକ ଅଧିକାର ଦେଇଥିଲା । ୨୦୦୫ ମସିହା ଅଗଷ୍ଟ ମାସ ୨୩ ତାରିଖ ଦିନ ଲୋକସଭାରେ ଜାତୀୟ ଗ୍ରାମିଣ ନିଶ୍ଚିତ କ୍ରମନିଯୁକ୍ତି ଯୋଜନା ବିଲ ଲୋକସଭାରେ ପାରିତ ହୋଇଥିଲା ଏବଂ ୨୦୦୬ ମସିହାରେ ଏହା ଆଇନରୂପରେ କାର୍ଯ୍ୟକାରୀ କରାଗଲା । ୨୦୦୯ ମସିହାରେ ନରେଗା ନାମ ପରିବର୍ତ୍ତନ କରାଯାଇ ମନରେଗା କରାଯାଇଥିଲା । ଏହି ଆଇନ…

Read More

ପ୍ରତିହିଂସା ପରାୟଣ ରାଜନୀତି ବିରୁଦ୍ଧରେ କଂଗ୍ରେସର ମଶାଲ ଶୋଭାଯାତ୍ରା

ନ୍ୟାସନାଲ ହେରାଲଡ଼ ମାମଲାରେ ମିଥ୍ୟା ଟଙ୍କା କାରବାର ଭାରତୀୟ ଜାତୀୟ କଂଗ୍ରେସର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧି ଓ ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀଙ୍କୁ ଫସାଇ ସରକାର ଇଡି ବିଭାଗକୁ ହାତବାରିସୀ କରି ଯେଭଳି ହଇରାଣ କଲା ତାହା ଭାରତ ରାଜନୀତିରେ ଏକ ବିରଳ ଘଟଣା । ବିଜେପି ସରକାରଙ୍କ ପ୍ରତିହିଂସା ପରାୟଣ ରାଜନୀତି ବିରୁଦ୍ଧରେ ରାଜ୍ୟ ସାରା ପ୍ରତି ଜିଲ୍ଲାରେ ମଶାଲ ପ୍ରତିବାଦ ଯାତ୍ରା ଅନୁଷ୍ଠିତ ହେଊଛି । ଏହି ପରିପେକ୍ଷୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ…

Read More

ଜାନୁଆରୀ ୨୬ରୁ କଂଗ୍ରେସ କରିବ ସମ୍ବିଧାନ ବଞ୍ଚାଅ ପଦଯାତ୍ରା

ଜାନୁଆରୀ ୨୬ରୁ ସମ୍ବିଧାନ ବଞ୍ଚାଅ ପଦଯାତ୍ରା କରିବ କଂଗ୍ରେସ। ସିଡବ୍ଲୁସିର ବୈଠକ ପରେ କଂଗ୍ରେସ ନେତା ଜୟରାମ ରମେଶ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଭାରତ ଯୋଡ଼ ଯାତ୍ରା ଦଳ ପାଇଁ ସଞ୍ଜିବନୀ ପାଲଟିଥିଲା। ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲା ଦଳ। ଯାହା କଂଗ୍ରେସ ରାଜନୀତିରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଥିଲା। ପରେ ଭାରତ ଯୋଡ ନ୍ୟାୟ ଯାତ୍ରା ମଧ୍ୟ ଦଳ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥିଲା। ଏବେ…

Read More