
ଚା କିମ୍ବା କଫି ଛୋଟପିଲାଙ୍କ ପାଇଁ କେତେ କ୍ଷତିକାରକ ? ଆସନ୍ତୁ ଜାଣିବା…
ଖାଦ୍ୟ ଶରୀର ପାଇଁ ଖୁବ ଆବଶ୍ୟକ, କିନ୍ତୁ କିଛିଟା ଖାଦ୍ୟ ଏଭଳି ରହିଛି ଯାହାକି ଶରୀର ପାଇଁ ଜହର ମଧ୍ୟ ହୋଇପାରେ l ଯେପରିକି ଭାରତୀୟ ମାନଙ୍କର ସକାଳ ଆରମ୍ଭ ଚା କଫି, ଆମେ ସମସ୍ତେ ସକାଳ ହେବା ମାତ୍ରକେ ଏହାକୁ ପିଇବାକୁ ପସନ୍ଦ କରିଥାଉ l କିନ୍ତୁ ଏହି ଚା ଆମ ଶରୀର ପାଇଁ କେତେ କ୍ଷତିକାରକ ତାହା ଆମେ ଜାଣି ନାହୁଁ l ପୂର୍ବରୁ ଏହା ବଡ଼ ମାନଙ୍କର ପସନ୍ଦ ଥିଲା, ବିଶେଷ ଭାବରେ…