ୱାର୍ଲ୍ଡ ଚେସ୍ ଚାମ୍ପିୟନଶିପ
ବିଶ୍ୱ ଚେସ୍ ଚାମ୍ପିୟନ ହେବା ପାଇଁ ଗୁକେଶଙ୍କୁ ଆଉ ମାତ୍ର ୩ଟି ମ୍ୟାଚ ଖେଳିବାକୁ ବାକି ଥିବାବେଳେ ସେ ମାତ୍ର ୧.୫ ପଏଣ୍ଟ ଦୂରରେ ରହିଛନ୍ତି । ପୂର୍ବରୁ ସବୁଠାରୁ କମ୍ ବୟସର ଚ୍ୟାଲେଞ୍ଜ ରେକର୍ଡ ସ୍ଥାପନ କରିଥିବା ୧୮ ବର୍ଷୀୟ ଭାରତୀୟ ଷ୍ଟାର ଗ୍ରାଣ୍ଡମାଷ୍ଟର ଗୁକେଶଙ୍କ ନିକଟରେ ସର୍ବକନିଷ୍ଠ ଭାବେ ଚାମ୍ପିୟନ ହେବାର ସୁଯୋଗ ରହିଛି । ଚୀନର ଡିଙ୍ଗ ଲିରେନଙ୍କ ବିପକ୍ଷରେ ଏକାଧିକ ରାଉଣ୍ଡକୁ ଡ୍ର କରିବା ପରେ ଶେଷରେ ଗୁକେଶ ବିଜୟ ହାସଲ…