ଏଣିକି ନିର୍ବାଚନ ବେଳର ସମସ୍ତ ଫୁଟେଜ ଗୁପ୍ତ ରହିବ, ଯାଞ୍ଚ କରିପାରିବେନି ଜନସାଧାରଣ

ଏଣିକି ଜନସାଧାରଣ ଆଉ ଯାଞ୍ଚ କରିପାରିବେନି ନିର୍ବାଚନ ବେଳର ସମସ୍ତ ରେକର୍ଡ । ଏହାକୁ ନେଇ ବଦଳିଲା ନିୟମ। ଅର୍ଥାତ ନିର୍ବାଚନ ବେଳର ସିସିଟିଭି ରେକର୍ଡିଂ, ୱେବ କାଷ୍ଟିଂ ଫୁଟେଜ ଆଉ ଦେଖି ହେବନି। ଏ ସମ୍ପର୍କିତ ନିୟମ ବଦଳାଇଲେ କେନ୍ଦ୍ର ସରକାର । ଏସବୁର ଅପବ୍ୟବହାର ହେଉଥିବା କହି ନିୟମ ପରିବର୍ତ୍ତନ କରାଯାଇଛି। ନିର୍ବାଚନ କମିଶନଙ୍କ ସୁପାରିଶ ଆଧାରରେ ଏହି ନିୟମ ବଦଳା ଯାଇଛି। ଭୋଟଗ୍ରହଣ କେନ୍ଦ୍ରରେ ସିସିଟିଭି କ୍ୟାମେରା ବ୍ୟବହାର ଦ୍ୱାରା ଭୋଟରଙ୍କ ଗୋପନୀୟତାର…

Read More