ଉତ୍ତରାଖଣ୍ଡରେ ବସ୍ ଦୁର୍ଘଟଣା; ୪ମୃତ

ଉତ୍ତରାଖଣ୍ଡ ଭୀମତାଲ ନିକଟରେ ବଡ଼ ଧରଣର ବସ୍ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୪ ଜଣକ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ବସ୍ ରେ ପ୍ରାୟ ୨୭ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାର ସୂଚନା ପାଇ ଏଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏପର୍ଯ୍ୟନ୍ତ ଅନେକ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଭୀମତାଲରୁ ହଲଦ୍ବାନୀ ଆଡ଼କୁ ଯାଉଥିବା ରୋଡଓ୍ବେଜ ବସ୍ ଦୁର୍ଘଟଣାର ଶିକାର ହୋଇଛି। ବସ୍ରେ ପ୍ରାୟ ୨୦ରୁ ୨୭ ଜଣ…

Read More