ସ୍କୁଲ ଏବେ RBIକୁ ବୋମା ଧମକ

ବିମାନବନ୍ଦର ଓ ସ୍କୁଲ ପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI)କୁ ମିଳିଛି ବୋମା ଧମକ। ଗତକାଲି ଆରବିଆଇର ଅଫିସିଆଲ୍ ୱେବସାଇଟକୁ ଏହି ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା। ଇ-ମେଲରେ ଋଷୀୟ ଭାଷାରେ ରିଜର୍ଭ ବ୍ୟାଙ୍କକୁ ବୋମାରେ ଉଡ଼ାଇ ଦେବାର ଧମକ ଲେଖାଯାଇଥିଲା। ଏହି ମାମଲାକୁ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି। ଗତ ମାସରେ ମଧ୍ୟ ଏକ ସମାନ ମାମଲା ସାମ୍ନାକୁ ଆସିଥିଲା ଯେତେବେଳେ ରିଜର୍ଭ…

Read More