ଜନସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ରେ ତୃଣମୂଳ ସ୍ତରୀୟ ତଦାରଖ ପାଇଁ ଯୋଜନା କରୁଛି ବି.ଏମ୍.ସି

ଭେକ୍ଟର-ବାହିତ ଏବଂ ଜଳ-ବାହିତ ରୋଗର ରୋଗ ନିରୀକ୍ଷଣ, ମହାମାରୀ ପ୍ରସ୍ତୁତି, ଗୋଷ୍ଠୀ  ସହଭାଗୀତା ଏବଂ ପ ସହରାଞ୍ଚଳ ପରିମଳ କୁ ଗୁରୁତ୍ଵ ଦେଇ ଆଜି ଏକ ସମୀକ୍ଷା -ତାଲିମ କାର୍ଯ୍ୟକ୍ରମ BMC, ICOMC ଟାୱାରର ଏକାମ୍ର ହଲ୍‌ରେ ଅନୁଷ୍ଠିତ ହୋଇଥିଲା। BMC ସୀମା ମଧ୍ୟରେ ଜନସ୍ୱାସ୍ଥ୍ୟ ପ୍ରତିକ୍ରିୟା ବ୍ୟବସ୍ଥାକୁ ସୁଦୃଢ଼ ​​କରିବା ପାଇଁ ଆଜି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।  ମାନନୀୟl ମେୟର ଶ୍ରୀମତୀ ସୁଲୋଚନା ଦାସ ଏବଂ ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ…

Read More