ବିଧାୟକଙ୍କ ଦରମାକୁ ନେଇ ଅଡ଼ୁଆରେ ଶାସକ ଦଳ, କେନ୍ଦ୍ରୀୟ ନେତୃତ୍ୱ ଅସନ୍ତୁଷ୍ଟ l
ବିଧାୟକଙ୍କ ବର୍ଦ୍ଧିତ ଦରମାକୁ ନେଇ ଅସନ୍ତୁଷ୍ଟ କେନ୍ଦ୍ରୀୟ ନେତୃତ୍ୱ… ବିଧାୟକ ଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉପରେ ପୁଣିଥରେ ହବ ପୁନର୍ବିଚାର… ଏକାଥରେ ତିନି ଗୁଣା ଦରମା ଓ ଭତ୍ତା ବୃଦ୍ଧିକୁ ସହଜରେ ଗ୍ରହଣ କରିନାହାନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ବ। ୧୦ ଦିନ ତଳେ ଯେଉଁ ବିଧାୟକମାନେ ବିଧାନସଭାରେ ଦରମା ବୃଦ୍ଧି ବିଲ୍କୁ ଟେବୁଲ୍ ବାଡ଼େଇ ସମର୍ଥନକରିଥିଲେ, ସେହିମାନେ ଆଜି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦଳୀୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ଗତ ୯ ତାରିଖରେ ବିଧାୟକ,…
