ବିଜୁ ଜନତା ଦଳ ର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ

ଆଜି ଶଙ୍ଖ ଭବନ ରେ ବିଜୁ ଜନତା ଦଳ ୨୯ ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ବିପୁଳ ଉତ୍ସାହ ସହ ପାଳିତ ହୋଇ ଯାଇଛି। ଏହି ଅବସରରେ ଉପସ୍ଥିତ ନେତା ଓ କର୍ମୀ ମାନଙ୍କୁ ଉଦବୋଧନ ଦେଇ ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ଗଣତନ୍ତ୍ର ରେ ହାରଜିତ ରହିଛି।କିନ୍ତୁ କିଛି ଲୋକ ଓ କିଛି ଦଳ ଏଵେ ବିଜୁ ଜନତା ଦଳ କୁ ନେଇ ଅପପ୍ରଚାର…

Read More

ବିଜେଡିର ଉତ୍ତରାଧିକାରୀ ସୁଜାତା କାର୍ତ୍ତିକେୟନ!

ନବୀନ ପଟନାୟକ କାହାକୁ ଉତ୍ତରାଧିକାରୀ ବାଛିବେ, କାହାକୁ ବିଜେଡି ର ଗୁରୁଦାୟିତ୍ୱ ଦେବେ, କାହାକୁ ସମସ୍ତ ଚାବିକାଠି ପ୍ରଦାନ କରିବେ ତାହା ଏବେ ସବୁଠୁ ବେଶ ଚର୍ଚ୍ଚା…. କାରଣ ବିଜେଡି ପାଇଁ କିଏ ଉପଯୁକ୍ତ ଯିଏ କି ସମସ୍ତ ରାଜନୀତି ର ପରିଭାଷା କୁ ଠିକ ଭାବରେ ବୁଝି ଦଳର ସଂଗଠନ କୁ ସୁଦୃଢ ରଖିବ ତାହା କୁ ନେଇ ନବୀନ ଙ୍କ ମନରେ ଚାଲିଛି ଚକାପାଞ୍ଝା…. ତେବେ ଏସବୁ ଭିତରେ ଗୋଟିଏ କଥା ଏବେ ପ୍ରସଙ୍ଗ…

Read More

କୋଟି କୋଟି ଟଙ୍କାର ପୁଞ୍ଜିନିବେଶ ଓଡ଼ିଶାକୁ ଆସିବା
କଥା ଭ୍ରମାତ୍ମକ: ବିଜେଡି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାଇଦ୍ରାବାଦ ଗସ୍ତରେ ରାଜ୍ୟକୁ ୬୫,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ଓ ୨୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଯାହା କୁହାଯାଇଛି, ତାହା ଭ୍ରମାତ୍ମକ ବୋଲି ବିଜୁ ଜନତା କହିଛି । ଆଜି ଏକ ପ୍ରେସ୍ ବିବୃତ୍ତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ପ୍ରବାସୀ ଭାରତୀୟ ଦିବସକୁ ସମ୍ୱୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାକୁ ଭାରତର ଶ୍ରେଷ୍ଠ…

Read More

ରାଜ୍ୟବ୍ୟାପୀ ପାଳନ ହେବ ବିଜେଡିର ୨୯ତମ ପ୍ରତିଷ୍ଠା ଦିବସ

ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପାଳିତ ହେବା ସହିତ ଦଳର ମୁଖ୍ୟାଳୟ “ଶଙ୍ଖ ଭବନ” ଠାରେ ମହାସମାରୋହରେ ପାଳନ କରାଯିବ ବୋଲି ଆଜି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ଦଳର ମାନ୍ୟବର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ…

Read More