
୧୧ ମାସ ପରେ ଖୋଲିଲା ବିରଜା ହାଟ
ବହୁ ବାଦ ବିବାଦ ପରେ ଶେଷରେ ୧୧ ମାସ ପରେ ଖୋଲିଲା ଯାଜପୁର ବିରଜା ହାଟ । ଶାନ୍ତିଶୃଙ୍ଖଳା ଲାଗି ହାଟରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି । ୨୦୦ରୁ ଅଧିକ ଚାଷୀ ଓ ବ୍ୟବସାୟୀ ଆରମ୍ଭ କରିଛନ୍ତି ବେପାର । ଆଜି ପ୍ରଥମ ଦିନରେ ପୋଲିସ ଓ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଖୋଲିଛି ବିରଜା ହାଟ।ହାଟ ବିବାଦ ସମାଧାନ ପାଇଁ କିଛି ଦିନ ତଳେ ବୈଠକ ବସିଥିଲା । ପୁରୁଣା ସ୍ଥାନ ବିରଜା…