ମନରେଗା କୌଣସି କଂଗ୍ରେସ ନେତାଙ୍କ ନାମରେ ନଥିଲା
ଓଡିଶାର ପୂର୍ବତନ ମନ୍ତ୍ରୀ, ସାଂସଦ, ବିରୋଧୀ ଦଳ ନେତା ତଥା ବର୍ତ୍ତମାନର କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ପିତା ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ରାୟଗଡାସ୍ଥିତ ଓଏମପି ଛକରେ ଉନ୍ମୋଚନ କାର୍ୟ୍ୟକ୍ରମ ଓ ତାଙ୍କ ସ୍ମୃତିରେ ଆୟୋଜିତ ପ୍ରାର୍ଥନା ସଭାରେ ପିସିସି ସଭାପତି ଭକ୍ତ ଚରଣ ଦାସ, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ ଲାଲ୍ଲୁ, ସିଏଲପି ନେତା ରାମଚନ୍ଦ୍ର କାଡାମ ଏବଂ କଂଗ୍ରେସ ଦଳର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।…
